Download Now Banner

This browser does not support the video element.

ଜଗତସିଂହପୁର: ମଣ୍ଡାସାହି ମେଡିକାଲରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ

Jagatsinghapur, Jagatsinghpur | Sep 1, 2025
ମଣ୍ଡାସାହି ମେଡ଼ିକାଲରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ । ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ । ଆଜି ଦିନ ୨ ଟା ସମୟରେ ମଣ୍ଡାସାହି ମେଡିକାଲ ସଭାଗୃହରେ ମେଡିକାଲ ମୁଖ୍ୟଚିକିତ୍ସାଧିକାରୀଙ୍କ ଅଧ୍ୟକ୍ଷତାରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଅମରେନ୍ଦ୍ର ଦାସ ଏହି ବୈଠକରେ ଉପସ୍ଥିତ ରହି ମେଡିକାଲର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଅନୁଷ୍ଠିତ ଏହି ବୈଠକରେ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us