This browser does not support the video element.
ବଲାଙ୍ଗୀର: ଡା ଏ ଟ ବିଦ୍ୟାଳୟ କପନଫରେନ ହଲ ଠାରେ ବଲାଙ୍ଗୀରରେ ନିପୁଣ ଓଡ଼ିଶା ମିଶନ ଉତ୍ସବ
Balangir, Balangir | Sep 11, 2025
ଡା ଏ ଟ ବିଦ୍ୟାଳୟ କପନଫରେନ ହଲ ଠାରେ ବଲାଙ୍ଗୀରରେ ନିପୁଣ ଓଡ଼ିଶା ମିଶନ ଉତ୍ସବ ଆଜି ବଲାଙ୍ଗୀର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ନିପୁଣ ଓଡ଼ିଶା ମିଶନ ୨୦୨୪ ର ବାର୍ଷିକ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜନ କରାଗଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ଲିକା ସାହୁ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦାନ କରିଥିଲେ । ଅତିଥିମାନେ ନିଜର ବକ୍ତବ୍ୟରେ ଶିକ୍ଷାର ଗୁଣତାତ୍ତ୍ୱିକ ଉନ୍ନତି ପାଇଁ ନିପୁଣ ମିଶନ ର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ । ଏହି ଉତ୍ସବରେ ଅନେକ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସହଭାଗୀ ହୋଇ, କାର୍ଯ୍