This browser does not support the video element.
ଖଲ୍ଲିକୋଟ୍: ଶ୍ୟାସୁନ୍ଦରପୁର ଗ୍ରାମରେ ବୋରିଂ ଖୋଳିବାକୁ ଯାଇଥିବା ପିଏଚଡି ବିଭାଗର ବୋରିଂ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ #jansamasya
Khalikote, Ganjam | Sep 10, 2025
ବୋରିଂ ଖୋଳିବାକୁ ଯାଇଥିବା ପିଏଚଡି ବିଭାଗ ର ବୋରିଂ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ୮ ନଂ ୱାର୍ଡ ଶ୍ୟାସୁନ୍ଦରପୁର ଗ୍ରାମରେ ଆଜି ଦିନ ୧୧ ଟା ସମୟରେ ପିଏଚଡି ବିଭାଗ ର ବୋରିଂ ଗାଡ଼ିକୁ ଗ୍ରାମବାସୀ ଅଟକ ରଖିଥିଲେ। ଶ୍ୟାସୁନ୍ଦରପୁର ଗ୍ରାମରୁ ବାରମ୍ବାର ବୋରିଂ ଖୋଳି ଏନଏସି ର ଅନ୍ୟ ୱାର୍ଡ କୁ ପାଣି ନେଉଥିବାରୁ ପିଏଚଡି ବିଭାଗ ର ବୋରିଂ ଗାଡ଼ିକୁ ଅଟକ ରଖା ଯାଇଥିଲା। ତେବେ ଆଗାମୀ ଦିନରେ ଯଦି ଶ୍ୟାସୁନ୍ଦରପୁର ଗ୍ରାମରୁ ଅନ୍ୟ ୱାର୍ଡ କୁ ପାଣି ଯୋଗାଣ ବନ୍ଦ ନହୁଏ ତାହା ହେଲେ ଆଗାମୀ ଦିନରେ ପାଣି ସମସ୍ୟା ସମ୍ମୁଖିନ ହେବେ ୮ ନଂ ୱାର୍ଡ ବାସିନ୍ଦା ।