Download Now Banner

This browser does not support the video element.

ଦିଗପହଣ୍ଡି: କୁକୁଡାଖଣ୍ଡି ଗ୍ରାମର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ ଲୁଟ ଅଭିଯୋଗ, ସଦର ପୋଲିସର ତଦନ୍ତ ଆରମ୍ଭ

Digapahandi, Ganjam | Aug 25, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ଗ୍ରାମ ର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଙ୍କ ବେକରୁ ସୁନା ଚେନ ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଜି ଦିନ 1 ଘଣ୍ଟ ସମୟରେ ହୋଇଥିବା ବେଳେ ସଦର ଥାନା ପୋଲିସ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏହି ଘଟଣା ସାରା ଅଂଚଳରେ ଆଲୋଚନାର ପ୍ରମୁଖ କାରଣ ହୋଇଛି ।।।
Read More News
T & CPrivacy PolicyContact Us