Download Now Banner

This browser does not support the video element.

ଭଞ୍ଜନଗର: କଁୟ ବ୍ୟାଘ୍ରଦେବୀ ମନ୍ଦିର ପ୍ରତିଷ୍ଠା ପାଇଁ ଭଂଜନଗର ଠାରେ ପ୍ରସ୍ତୁତି ବୈଠକ ଯୋଗଦେଲେ ବିଧାୟକ ।

Bhanjanagar, Ganjam | Jun 1, 2025
ଭଞ୍ଜନଗର କୁଲାଡ଼ ରାସ୍ତାରେ ଥିବା କଂୟା ବ୍ୟାଘ୍ରଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା ୪ରୁ ୯ତାରିଖ ପର୍ଯ୍ୟନ୍ତ ଯଥା ରୀତିନୀତି ଅନୁସାରେ ପାଳନ ହେବ।କିଭଳି ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ ହେବ ସେଥି ନିମନ୍ତେ ଆଜି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟା ୭ ଟା ବେଳେ ଅନୁଷ୍ଠିତ ହୋଇଥିଲା।ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଦଳବେହେରା
Read More News
T & CPrivacy PolicyContact Us