Download Now Banner

This browser does not support the video element.

ଧାରୁଆଡ଼ିହି: ଭାଲୁବୁଡ଼ ଗାଁ ର ଏକ କୂଅରୁ ମିଳିଛି ଯୁବକର ମୃତ ଦେହ । କାରଣ ଅସ୍ପଷ୍ଟ

Dharuadihi, Sundargarh | Feb 5, 2024
ସୁନ୍ଦରଗଡ଼- କୂଅରୁ ମିଳିଲା ଯୁବକର ମୃତ ଦେହ । ଧରୁଆଡ଼ିହି ଥାନା ଭାଲୁବୁଡ଼ ଗାଁ ର ଏକ କୂଅରୁ ମିଳିଛି ମୃତ ଦେହ । ମୃତକ ହେଲେ ଭାଲୁବୁଡ଼ ଗାଁ ର ଅମ୍ରିତ ମିଞ୍ଜ (37) । ମୃତ୍ୟୁ ର କାରଣ ଅଶ୍ୱଷ୍ଟ ।
Read More News
T & CPrivacy PolicyContact Us