Download Now Banner

This browser does not support the video element.

ବଡଚଣା: ବରୁଣିଆ ଗ୍ରାମରୁ ଚୋରା ଦେଶୀ ମଦ ଜବତ ସହ ଜଣକୁ ଗିରଫ କଲା ପୋଲିସ

Badachana, Jajpur | Mar 29, 2024
ବୈରୀ ଥାନା ଅନ୍ତର୍ଗତ ପାରିଆ ପଞ୍ଚାୟତର ବରୁଣିଆ ଗ୍ରାମରୁ ଆଜି ସନ୍ଧ୍ୟାରେ ଚୋରା ଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତକୁ ବୈରୀ ପୋଲିସ ଗିରଫ କରିଥିବା ଜଣାଯାଇଛି। ସୂଚନା ଯୋଗ୍ଯ ଉକ୍ତ ଗ୍ରାମର ଧୂଳେଶ୍ବର ପ୍ରଧାନ ମଦ ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ବୈରୀ ଥାନା ଅଧିକାରୀ ଶରତଚନ୍ଦ୍ର ନାୟକ ଖବର ପାଇ ସଦଳବଳେ ତାଙ୍କ ଘରେ ଚଢାଉ କରିଥିଲେ। ଚଢ଼ାଉ ବେଳେ ୧୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ବେପାରୀ ଧୂଳେଶ୍ଵରକୁ ଗିରଫ କରିଥିଲେ।
Read More News
T & CPrivacy PolicyContact Us