Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

Dabugan, Nabarangpur | Sep 25, 2025
ଆଜି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ପୂର୍ବତନ ଏମପି ପର୍ଶୁରାମ ମାଝୀ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ମେଡିକାଲ ଇନଚାର୍ଜ ମନସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ | ଏହି ଅଵସରରେ ମହିଳା ମାନଙ୍କୁ ସଚେତନ କରାଯାଇଥିଲା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | କଣ ଠିକ ରହିଲେ ସ୍ୱାସ୍ଥ୍ୟ ଯତ୍ନବାନ ରହିବ ସେନେଇ ଆଲୋଚନା ହୋଇଥିଲା |
Read More News
T & CPrivacy PolicyContact Us