Download Now Banner

This browser does not support the video element.

ବୌଦ୍ଧ ସଦର: ମଥୁରା ଗ୍ରାମ କୁଡ଼ାସାହି ରାସ୍ତାରୁ ୮୦ ଲିଟର ମହୁଲି ମଦ ସହିତ ବାଇକକୁ ଜବତ କଲା ଅବକାରୀ ପୋଲିସ

Baudh Sadar, Boudh (Bauda) | Aug 23, 2025
ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ ଆସିକାରୀଙ୍କ କରାଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ପାଖାପାଖି ଅପରାହ୍ନ ୫.୩୦ସମୟରେ ବେଆନ ଦେଶି ମହୁଲି ମଦ ଚୋରା ଚାଲାଣ ହେଉଥିବା ନେଇ, ବୌଦ୍ଧ ଅବକାରୀ ପୋଲିସ ମଥୁରା ଗ୍ରାମର କୁଡା ସାହିରେ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ମଥୁରା ଗ୍ରାମର କୁଡା ସାହି ଗ୍ରାମ ରାସ୍ତାରୁ ୮୦ଲିଟର ଦେଶି ମହୁଲି ମଦ ସହିତ OD ୨୭-C-୯୧୯୬ ନମ୍ବର ଥିବା ବାଜାଜ ପଲସର ବାଇକକୁ ଜବତ କରିଛନ୍ତି l କିନ୍ତୁ କୋଣସି ଆସାମୀ ଧାଇବାରେ ସକ୍ଷମ ନହୋଇ ଥିଵା ସ୍ଥଳେ, ମାମଲା ୠଜୁକରି ଅଧୀକ ତଦନ୍ତ ଜାରି ରଖିଛି ବୌଦ୍ଧ ଅବକାରୀ ପୋଲିସ
Read More News
T & CPrivacy PolicyContact Us