This browser does not support the video element.
ସୋନପୁର: ଡୁଙ୍ଗୁରିପାଲି ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
Sonapur, Subarnapur (Sonepur) | Sep 1, 2025
ସୂଚନା ଅନୁସାରେ ଗତ 27 ତାରିଖ ଦିନ ବିହାର ଠାରେ କଂଗ୍ରେସ ନେତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାତାଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇଥିବା ବେଳେ, ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବିଜେପି ପକ୍ଷରୁ ଅପରାହ୍ନ 12 ଟା ସମୟରେ ଡୁଙ୍ଗୁରିପାଲି ବସ ଷ୍ଟାଣ୍ଡ ଠାରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ହେମନ୍ତ ବିଶ୍ୱାଳଙ୍କ ସମେତ, ଡୁଙ୍ଗୁରିପାଲି ମଣ୍ଡଳ ସଭାପତି ପ୍ରବୀର କୁମାର ସାହୁ, ଶୁଖା ମଣ୍ଡଳ ସଭାପତ