Install App
pramodjagadev8
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ସଂଯୋଜନାରେ ବିଭିନ୍ନ ରାଜନୈତିକ ଦଳ,ସାମାଜିକ ଅନୁଷ୍ଠାନ,କଲେଜଗୁଡିକର ଛାତ୍ର ସମୂହଙ୍କଦାବି ଓଡ଼ିଆରେଲେଖାଯାଉ
Raurkela M, Sundargarh | Sep 12, 2025
ସେପ୍ଟେମ୍ବର ୧୨ ତାରିଖ ସକାଳ ୧୧ଟାରୁ ଅପରାହ୍ନ ୧ଟା ୩୦ମିନିଟ ପର୍ଯ୍ୟନ୍ତ,ବିଶ୍ରା ଛକଠାରୁ ଉଦିତନଗର ପର୍ଯ୍ୟନ୍ତ ସମସ୍ତ ଦଳର ସଦସ୍ୟଗଣ,ସାମାଜିଲ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାଗଣ ଓ ଅନେକ କଲେଜର ଛାତ୍ର ସମୂହଙ୍କ ଦାବି,"ସବୁ ସ୍ଥାନରେ ଓଡ଼ିଆରେ ଫଳକ ଲଗାଯାଉ ଇତ୍ୟାଦି ନାରା ଦେଇ ରାଲିକରି ଉଦିତନଗର ଛକଠାରେ ପହଞ୍ଚିଥିଲେ,ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମସ୍ତ ଦୋକାନରେ ପହଞ୍ଚି, ଦୋକାନୀମାନଙ୍କୁ ଓଡ଼ିଆରେ ଫଳକମାନ ଲେଖି ଓହଲେଇବା ପାଇଁ ସଚେତନ କରୁଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!