Download Now Banner

This browser does not support the video element.

ସଦର: କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ବିକାଶ ମୁଖୀ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ

Sadar, Kalahandi | Aug 31, 2025
ଆଜି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ବିକାଶ ମୁଖୀ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ଯୋଗଦେଇ ଉଦ୍ଘାଟନ କରିଥିଲେ।ଏହି ଅବସର ରେ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ Arka Keshari Deo ଜୀ ଙ୍କ ସମେତ NAC ଅଧ୍ୟକ୍ଷ ,ଉପାଧ୍ୟକ୍ଷା ଙ୍କ ସହ ସମସ୍ତ କାଉନସିଲର ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us