Download Now Banner

This browser does not support the video element.

ଆଳି: ଇଦୁଲ ଫିତର ଅବସରରେ ମେଣ୍ଢପୁର ଠାରେ ଆୟୋଜିତ ନମାଜ ପାଠ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ

Aali, Kendrapara | Apr 11, 2024
ଇଦୁଲ ଫିତର ଅବସରରେ ଗୁରୁବାର ଆଳି ମେଣ୍ଢପୁର ଗ୍ରାମର ମୁସଲିମ ଭାଇଙ୍କ ଦ୍ଵାରା ଆୟୋଜିତ ସମୂହ ନମାଜ ପାଠ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦାନ କରିଛନ୍ତି। ଏଥିସହ ମୁସଲିମ ଭାଇ ଓ ଭଉଣୀଙ୍କୁ ଇଦର ଶୁଭେଚ୍ଛା ବର୍ତ୍ତା ଜଣାଇଥିଲେ। ଅନ୍ଯ ମାନଙ୍କ ମଧ୍ଯରେ ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା,ପଞ୍ଚାୟତ ସମିତି ଅଧକ୍ଷ ମନୋଞ୍ଜନ ସାମଲ ପ୍ରମୁଖ ଉପସ୍ଥିତି ଥିଲେ।
Read More News
T & CPrivacy PolicyContact Us