Download Now Banner

This browser does not support the video element.

ପିପିଲି: ନାୟାର ପେଟ୍ରୋଲ ପମ୍ପ ଠାରେ କାରକୁ ପିଟିଲା ଡବଲ ଡେକରବସ, ୨ମହିଳା ଗୁରୁତର, ବସ ଚାଳକକୁ ଅଟକ ରଖି ପୋଲିସର ତଦନ୍ତ ଜାରି

Pipili, Puri | Sep 11, 2025
ଆଜି ଅପରାହ୍ନ ତିନିଟା ରେ ପିପିଲି ବାଇପାସ ରାସ୍ତାର ନାୟାର ପେଟ୍ରୋଲ ପମ୍ପ ଠାରେ ଗୋଟିଏ କାର ପଛକୁ ଡବଲ ଡେକର ବସ ଧକ୍କା ଦେଇଛି। ଫଳରେ କାର ପଛ ସିଟରେ ବସିଥିବା ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇ ଥିଲେ । ଏନେଇ ମହିଳାଙ୍କ ସଂପର୍କୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବସ ଚାଳକକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us