Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଥାନା ସଭାଗୃହରେ ଗଣେଶ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sukinda, Jajpur | Aug 23, 2025
ସୁକିନ୍ଦା ଅଞ୍ଚଳରେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ଗଣେଷ ପୂଜା ପରିଚାଳନା ନେଇ ସୁକିନ୍ଦା ଅଞ୍ଚଳର ବିଭିନ୍ନ ପୂଜା କମିଟିର ଯୁବକ ମାନଙ୍କୁ ନେଇ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କିପରି ସୁକିନ୍ଦା ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ଗଣେଷ ପୂଜା ସମାପନ ହେବ ସେନେଇ ସମସ୍ତ ପୂଜା କମିଟିର ସଦସ୍ୟ ମାନଙ୍କ ସହିତ ବିଶେଷ ଆଲୋଚନା କରିଥିଲେ ଥାନା ଅଧୀକାରୀ ବିଲ୍ୱମଙ୍ଗଳ ସେଠୀ ।
Read More News
T & CPrivacy PolicyContact Us