Download Now Banner

This browser does not support the video element.

ଝରିଗାଁ: ସାନଅଲମା ଗ୍ରାମରେ ମହିଳା ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜୟ ମା' କାଳୀ ଏସଏଚଜି ଗ୍ରୁପର ବୈଠକ ଅନୁଷ୍ଠିତ

Jharigan, Nabarangpur | Jul 2, 2024
ସାନଅଲମା ଗ୍ରାମରେ ମହିଳା ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜୟ ମା କାଳି ଏସଏସଜି ଗ୍ରୁପର ବୈଠକ ଅନୁଷ୍ଠିତ ହେଲା।ଏହି ବୈଠକରେ ଗ୍ରାମର ମହିଳା ମାନଙ୍କ ବିଭିନ୍ନ ସମସ୍ୟା ଯଥା ପାନୀୟଜଳ ସମସ୍ୟା,ଜାଳେଣି ସମସ୍ୟା ଭଳି ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଆଲଚନାହେବ ସହ କିଭଳି ଏହାର ସମାଧାନ ହେବ ସେ ଉପରେ ଗୁରୁତ୍ୱ ଦେଇଥିଲେ।ଏହି ବୈଠକରେ ଏସଏସଜି ଗ୍ରୁପର ମହିଳା ମାନଙ୍କ ସହ ମିସନ ଶକ୍ତିରୋ ଏମବିକେ ,ସିଆରପ ସହ ସ୍ଥାନୀୟ ଆଶାକର୍ମୀମଧ୍ୟ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us