Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୫ ଭଞ୍ଜ ଭବନରେ ପେନଚେକ ସିଲଟ ଚମ୍ପିଆନସିପ-୨୦୨୪ ଉଦଯାପିତ, ଯୋଗଦେଲେ ବିଧାୟକ

Raurkela M, Sundargarh | Sep 1, 2024
ସେକ୍ଟର-୫ ଭଞ୍ଜବଭନରେ ପେନ୍‌ଚେକ୍‌ ସିଲଟ୍‌ ଚମ୍ପିଆନସିପ୍‌-୨୦୨୪ ଉଦ୍‌ଯାପିତ ସେକ୍ଟର-୫ ଭଞ୍ଜଭବନ ପରିସରରେ ସୁନ୍ଦରଗଡ଼ ପେନ୍‌ଚେକ୍‌ ସିଲଟ୍ ଅାସୋସିଏସନ୍‌ ପକ୍ଷରୁ ଦୁଇ ଦିନିଆ ପେନ୍‌ଚେକ୍‌ ସିଲଟ୍ ଚମ୍ପିଆନସିପ୍‌-୨୦୨୪ ରବିବାର ସନ୍ଧ୍ୟା ୭ଟା ସମୟରେ ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ବିଜେତାମାନଙ୍କ ପୁରସ୍କାର ସହିତ ‌ମେ‌ଡ଼େଲ ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରଶଂସା କରିଥିଲେ। ସୂଚନା ଯୋଗ୍ୟ ଯେ ଗତ ଦୁଇ ଦିନ ହେବ ଏହି ଚମ୍ପିଆନସିପ୍‌ରେ ୨୦ଟି ଜିଲ୍ଲା
Read More News
T & CPrivacy PolicyContact Us