This browser does not support the video element.
ବୌଦ୍ଧ ସଦର: ବୈଲବେଡା ଗ୍ରାମ ଛକରୁ ୨୧କେଜି ଗଜେଇ ସହିତ ଆସାମୀକୁ କାବୁକାରୀ ଅଦାଲତର ଦ୍ୱାରସ୍ତ କଲା ବୌଦ୍ଧ ଅବକାରୀ ପୋଲିସ
Baudh Sadar, Boudh (Bauda) | Sep 8, 2025
ଆଜି ସନ୍ଧ୍ୟା ୬.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ସକାଳ ପଖାପଖି ୧୧.୩୦ସମୟରେ ସଦର ଅବକାରୀ ଇନସ୍ପେକଟର ଗଦାଧର ମହାରଣାଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ l ଖବର ପାଇ ବୌଦ୍ଧ ଥାନା ଅନ୍ତର୍ଗତ ବୈଲବେଡା ଗ୍ରାମରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ବୈଲବେଡା ଗ୍ରାମ ଛକରୁ ୨୧କେଜି ବେଆନ ଗଞ୍ଜେଇ ସହିତ ଏଥିରେ ସମ୍ପୃକ୍ତ ଆଶାମୀ ୨୩ବର୍ଷୀୟ ଲକ୍ସମଣ ଝଙ୍କାରକୁ କାବୁ କରିବାରେ ସଫ ହିଥିଲା l ଆଜି ଅପରାହ୍ନପାଖାପାଖି ୫ଟା ସମୟରେଆସାମୀ ନାମରେ ମାମଲା ୠଜୁକରି ଅଦାଲତର ଦ୍ୱାରସ୍ତ କରାଯାଇଛି l