Install App
rajesh223637
This browser does not support the video element.
ସୋନପୁର: ସୁବର୍ଣ୍ଣପୁର ରୁ ବିରାମହରାଜପୁର ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାବାସୀଙ୍କୁ ପରିବାର ଶହ ଶୁଭେଚ୍ଛା ଜଣାଇଲେ ବିରାମହରାଜପୁର ବିଧାୟକ
Sonapur, Subarnapur (Sonepur) | Aug 28, 2025
ଆଜି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ଅପରାହ୍ନ ପ୍ରାୟ ଏକ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାବାସି ତଥା ବିରାମହରାଜପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କୁ ନୁଆଁଖାଇ ଜୁହାର ସହିତ ମଙ୍ଗଳ କାମନା କଲେ ବିରାମହରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!