Download Now Banner

This browser does not support the video element.

ମାଥିଲି: ମାଲକାନଗିରି ବିଧାୟକଙ୍କ ମାଥିଲି ଠାରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

Mathili, Malkangiri | Aug 21, 2025
ମାଲକାନଗିରି ବିଧାୟକ୍ ଶ୍ରୀ ନରସିଂହ ମାଡକାମି ଆଜି ମାଥିଲି ଗୁଳିକାଣ୍ଡରେ ସହିଦ୍ ବୀର ସଂଗ୍ରାମି ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ବୀର ସହିଦଙ୍କ ଜୀବନ ଗାଥା, ଅଦମ୍ୟ ସାହସ ଓ ତ୍ୟାଗ ବାବଦରେ ଆଲୋଚନା କରାଯାଇଅଛି।
Read More News
T & CPrivacy PolicyContact Us