Download Now Banner

This browser does not support the video element.

ପଟ୍ଟାଙ୍ଗୀ: କୋରାପୁଟ ଜିଲ୍ଲାର ପୁରାତନ ରାଜଧାନୀ ନନ୍ଦପୁରରେ ନିଆରା ଦଶହରା

Pottangi, Koraput | Sep 30, 2025
ଦଶନ୍ଧି ବିତିଛି ହେଲେ କୋରାପୁଟ ଜିଲ୍ଲାର ପୁରାତନ ରାଜଧାନୀ ନନ୍ଦପୁର ସହରର ମା ଙ୍କ ଶାରଦୀୟ ଦଶହରା ପୂଜା ନିଆରା ପରମ୍ପରା ରହିଛି । ଯାହା ଆଜି ମଧ୍ୟ ଜୀବିତ ରହିଛି l ସେପଟେ ଦଶହରା ପୂଜା ନେଇ ଚଳ ଚଞ୍ଚଳ ହୋଇ ଉଠିଛି ନନ୍ଦପୁର l ଜୟପୁର ସହର ରେ ରାଜା ଙ୍କ ରାଜୁତି କୀର୍ତି ରାଜି ରହିଥିଲେ ମଧ୍ୟ ରାଜଵଂଶ ନନ୍ଦପୁର ସହର କୁ ଭୁଲି ପାରିନାହାନ୍ତି l ନନ୍ଦପୁର ସହର ଦୁଇ ପୂଜା ମଣ୍ଡପ ବାତ୍ରିଶ ସିଂହାସନ ଓ ଜଗତ ଜନନୀ ପୂଜା କମିଟି ପକ୍ଷରୁ ଆୟୋଜିତ ଅତି ସୁନ୍ଧର ଓ ଆଡମ୍ବର ହୋଇଛି।
Read More News
T & CPrivacy PolicyContact Us