Install App
headlineskoraput423
This browser does not support the video element.
କୋରାପୁଟ ସହର: କୋରାପୁଟ ଜିଲ୍ଲା ଶିକ୍ଷା। ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ନୂଆପଡା ଜିଲ୍ଲାକୁ ବଦଳି। କରୁଣାକର ଭୋଇ ହେଲେ କୋରାପୁଟରନୂତନଜିଲ୍ଲା ଶିକ୍
Koraput Town, Koraput | Oct 6, 2025
କୋରାପୁଟ... କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ନୂଆପଡ଼ା ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂଆପଡ଼ାରେ ଥିବା କରୁଣାକର ଭୋଇ ହୋଇଛନ୍ତି କୋରାପୁଟ ର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ । ଗଣ ଶିକ୍ଷା ବିଭାଗ ତରଫରୁ ଲେଟର ନବର୍ sme ..fe..oes..3043..2024 ଅନୁଯାୟୀ ଦୁଇ ଅଧିକାରୀ ଙ୍କ ବଦଳି ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!