Download Now Banner

This browser does not support the video element.

ଝାରସୁଗୁଡା: ନୂଆଁଖାଇରେ ଏବେ ବି ଜୀବିତ ରହିଛି ଯୌଥ ପରିବାରର ପରମ୍ପରା, ଭୋଇମୁଣ୍ଡାରରେ ଏକତ୍ରିତ ହୋଇ ପରିବାରର ୨୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ନବାନ୍ନ ଗ୍ରହଣ

Jharsuguda, Jharsuguda | Aug 28, 2025
ପଶ୍ଚିମ ଓଡିଶାରେ ନୁଆଁଖାଇର ରହିଛି ଅନେକ ସ୍ୱତନ୍ତ୍ରତା ଏବଂ ବର୍ତ୍ତମାନ ସମୟରେ ପରିବାର ପରିଜନଙ୍କ ଠାରୁ ଲୋକେ ଦୁରେଇ ଯାଉଥିବା ବେଳେ ପଶ୍ଚିମ ଓଡିଶାର ଗାଁ ଠୁ ସହର ସବୁଠି ପରିବାର ଏକାଠି ହୋଇ ନୁଆଁଖାଇ ପାଳନ କରିଥାନ୍ତି। ତେବେ ଆଜି ଦିନ ବାରଟା ସମୟରେ ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଭୋଇମୁଣ୍ଡା ଗ୍ରାମରେ ଏକ ପରିବାର ଏକତ୍ରିତ ହୋଇ ୨୦ରୁ ଉର୍ଦ୍ଧ୍ବ ସଦସ୍ୟ ନବାନ୍ନ ଗ୍ରହଣ କରିଛନ୍ତି। ଏହି ଅନନ୍ୟ କୃଷିଭିତ୍ତିକ ପର୍ବରେ ଏବେ ବି ଜୀବିତ ରହିଛି ଯୌଥ ପରିବାରର ପରମ୍ପରା। ପରିବାର ର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏହି ନୂଆଁଖାଇ ପର୍ବରେ ଯିଏ ଯେଉଁଠି ଥିଲେ ମଧ୍ୟ ନିଜ ପରିବାର ବର୍ଗଙ୍କ
Read More News
T & CPrivacy PolicyContact Us