This browser does not support the video element.
ବଲାଙ୍ଗୀର: ଜିଲ୍ଲା ରେ ବଜ୍ରପାତ ସହିତ ଭାରୀ ବର୍ଷାର ସଚେତନତା ସତର୍କ,ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି
Balangir, Balangir | Aug 27, 2025
ବଲାଙ୍ଗୀରରେ ବଜ୍ରପାତ ସହିତ ଭାରୀ ବର୍ଷାର ସଚେତନତା ସତର୍କ ଜିଲ୍ଲା କୁ ୟେଲୋ ୱାର୍ଣିଂ ବଲାଙ୍ଗୀର ସହିତ ଜିଲ୍ଲା ର ଅନେକ ସ୍ଥାନ ରେ ଆଗାମୀ 24 ଘଣ୍ଟା ମଧ୍ୟରେ ଭାରୀ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ଆଜି ଅପରାହ୍ନ 2ଟା ସମୟରେ ଜଣାଇଛି। 30ରୁ 40 କି.ମି. ବେଗରେ ପବନ ବହିପାରେ ବୋଲି ସତର୍କ ସୂଚନା ଦିଆଯାଇଛି। ଜଣସାଧାରଣଙ୍କୁ ଖୋଲା ଜାଗାରେ ନ ରହିବା, ବଜ୍ରପାତ ସମୟରେ ବୃକ୍ଷ ତଳେ ଆଶ୍ରୟ ନ ନେବାକୁ ନୁ ଅନୁରୋଧ କରାଯାଇଛି। ବଲାଙ୍ଗୀରରେ ଆଗାମୀ 24 ଘଣ୍ଟା ଭାରୀ ବର୍ଷା, ବଜ୍ରପାତ ଓ ଜୋର ପବନ ପାଇଁ ଲୋକମାନେ ସଚେତନ ରହିବା ଆବଶ୍ୟକ ବୋଲି କୁହା ଯ