Download Now Banner

This browser does not support the video element.

ବରଗଡ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Aug 31, 2025
ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ରବିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଜରୁରୀ ସୂଚନା ଦେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ଆସନ୍ତା କାଲି ସୋମବାର 1 ତାରିଖ ଭଟଲି ବ୍ଲକ ଅଫିସରେ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି | ବରଗଡ଼ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଜନସାଧାରଣ ମାନେ ନିଜ ନିଜ ସମସ୍ୟା ଜିଲ୍ଲାପାଳଙ୍କୁ ଭେଟି ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି ।
Read More News
T & CPrivacy PolicyContact Us