This browser does not support the video element.
ବୀରମିତ୍ରପୁର: ହାତିବାରୀର ରାଜେଶ ସାହୁଙ୍କ ଫେକ୍ରିରୁ ସାପ ଉଦ୍ଧାର ।
Biramitrapur, Sundargarh | Sep 1, 2025
ହାତୀବାରୀର ରାଜେଶ ସାହୁଙ୍କ ଫେକ୍ରିରେ ଗୋଟିଏ ସାପ ଥିବାର ଦେଖି ରାଜେଶ ସାହୁ ନୂଆଗାଁର ସ୍ନେକ ମାଷ୍ଟର ଜୟଶଙ୍କର ଠାକୁରଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ମାଷ୍ଟ୍ରର ଜୟଶଙ୍କର ଠାକୁର ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ କୌଶଳ ଦ୍ୱାରା ସାପଟିକୁ ଧରିବାର ସକ୍ଷମ ହୋଇଥିଲେ। ସାପଟି ନାଗସାପ ଓ ଲମ୍ବ ପ୍ରାୟ ସାଢ଼େ ଚାରି ଫୁଟ ବୋଲି ଜଣାପଡିଛି।