This browser does not support the video element.
ଓରିଏଣ୍ଟ: ଲଇକେରା, ମୁନ୍ଦ୍ରାଜୋର, ସାହାସପୁର ଓ ପାକେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ
Orient, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲାର ଲଇକେରା, ମୁନ୍ଦ୍ରାଜୋର, ସାହାସପୁର ଓ ପାକେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ। ତେବେ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଗସ୍ତ କରି ଲଇକେରା, ମୁନ୍ଦ୍ରାଜୋର, ସାହାସପୁର ଓ ପାକେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହା ସହିତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ତଥା ସମ୍ପର୍କୀୟମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ରୋଗୀଙ୍କୁ ସଠିକ ଚିକିତ୍ସା ସେବା ସହ ଉପଯୁକ୍ତ ପରାମର୍ଶ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ ଝାରସୁଗୁଡା ଜିଲାପାଳ କୁନାଲ ମୋତିରାମ