Download Now Banner

This browser does not support the video element.

ସୋନପୁର: ସୁବଳୟା ସହରରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ

Sonapur, Subarnapur (Sonepur) | Aug 31, 2025
ସୂଚନା ଅନୁସାରେ ଆଜି ରାତି 8 ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଡିଜେ ବାଦ୍ୟର ତାଳେ ତାଳେ ନାଚି କୁଦି ସହର ପରିକ୍ରମା ପୂର୍ବକ ନିକଟସ୍ଥ ସୁରୁବାଲି ନଦୀରେ ଭସାଣି ଉତ୍ସବ ସମ୍ପର୍ଣ୍ଣ କରିଥିବା ଦେଖିବାକୁ ମିଳିଛି l
Read More News
T & CPrivacy PolicyContact Us