This browser does not support the video element.
ଡାବୁଗାଁ: ବ୍ଲକ ସମ୍ମିଳନୀ କକ୍ଷ ଠାରେ ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
Dabugan, Nabarangpur | Aug 26, 2025
ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ଏକ ତାଲିମ କାର୍ଯ୍ୟକ୍ରମ ବିଡିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ମହିଳା ସ୍ୱାସ୍ଥ୍ୟ କର୍ମୀ,ଅଙ୍ଗନୱାଡି କର୍ମୀ, ଏସିଡ଼ିଓ, ଗ୍ରାମ ରୋଜଗାର ସେବିକା ସେବକ ଓ ଆଶା କର୍ମୀ ମୋଟ ୭o ଜଣ ଉପସ୍ଥିତ ରହି ତାଲିମ୍ ନେଇଥିଲେ l ଏଥିରେ ଯକ୍ଷ୍ମା ହେବାର ଲକ୍ଷଣ ଓ ନିରାକରଣ କରିବା ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଢି ତୋଳିବା ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ l ଯକ୍ଷ୍ମା ରୋଗ ର ଲକ୍ଷଣ, ଚିହ୍ନଟ, ନିରାକରଣ ଉପରେ ଆଲୋଚନା କରାଯାଇଥିଲା l