Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ପୋଖରୀରୁ ଷଣ୍ଢ କୁ ଉଦ୍ଧାର କଲା କୋଦଳା ଦମକଳ ବାହିନୀ

Kabisuryanagar, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ଛଣି ଖାତ ପୋଖରୀ ରୁ ଗୋଟିଏ ଷଣ୍ଢକୁ ଉଦ୍ଧାର କଲା କୋଦଳା ଦମକଳ ବାହିନୀ । ମଙ୍ଗଳବାର ରାତିରେ ଦୁଇଟି ଷଣ୍ଢ କଳହ କରିଵା ଫଳରେ ଗୋଟିଏ ଷଣ୍ଢ ପୋଖରୀ ଭିତର କୁ ଖସି ପଡିଥିଲା । ବର୍ଷା ଦିନ ଯୋଗୁଁ ପୋଖରୀ ରେ ପାଣି ଭର୍ତ୍ତି ରହିଥିବାରୁ ବାହାରି ପାରି ନ ଥିଲା । ସ୍ଥାନୀୟ ଲୋକେ କୋଦଳା ଦମକଳ କୁ ଖବର ଦେଇଥିଲେ । କୋଦଳା ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ରାତ୍ର 10.30 ମିନିଟ ସମୟରେ ଉକ୍ତ ଷଣ୍ଢ କୁ ଉଦ୍ଧାର କରି ଥିଲେ।
Read More News
T & CPrivacy PolicyContact Us