Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଦୁଇ ଜଣ ଚାଳକକୁ ଅଟକ ସହ ବାଇକ କୁ ଜବତ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ ବୁଧବାର ରାତ୍ର 7 ଘଣ୍ଟ ସମୟରେ ବେଗୁନିଆପଡା ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଦୁଇ ଜଣ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି । ବାଇକ ଚାଳକ ହେଲେ ଏହି ଥାନା ଅନ୍ତର୍ଗତ ଅଙ୍ଗାର ଗାଁ ପଂଚାୟତ ନୂଆଗଡ ଗ୍ରାମର ଲକ୍ଷ୍ମଣ ମହାରଣା ଙ୍କ ପୁଅ ନୀଳକଣ୍ଠ ମହାରଣା ଓ ବୁରୁଝରୀ ଗ୍ରାମର ସନିଆ ଦାଶ ଙ୍କ ପୁଅ ଶ୍ରୀକାନ୍ତ ଦାଶ । ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ଏହି ଦୁଇ ଜଣଙ୍କୁ ଅଟକ ସହ ବାଇକ ନମ୍ବର OD 07 AS 4518 , OD 02 DB 7646 କୁ ଜବତ କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
Read More News
T & CPrivacy PolicyContact Us