Download Now Banner

This browser does not support the video element.

ସିମୁଳିଆ: ଖଇରା ଦୁର୍ଗା ମଣ୍ଡପ ରେ ଖଇରା କୁ ଏନଏସି ଦାବି ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ,

Similia, Balasore | Sep 1, 2025
ଖଇରା କୁ ଏନଏସି ରୁ ବାଦ ପଡିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଅଂଚଳ ବାସି ଙ୍କର l ଆଗାମୀ ଦିନ ରେ ଖଇରା ରେ ଚକଅଖ ବନ୍ଦ କରିବା ନେଇ ଚାଲିଛି ପ୍ରସ୍ତୁତି ବୈଠକ l ଆଜି ଖଇରା ଦୁର୍ଗାମଣ୍ଡପ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଆଗାମୀ ଦିନ ରେ ଆନ୍ଦୋଳନ ସହିତ ଆମରଣ ଅନଶନ କରିବା ନେଇ ଚେତାବନୀ ଦେଇଛନ୍ତି ସଂଗଠନ ର କର୍ମକର୍ତ୍ତା ମାନେ l ବିଜେଡି ସରକାର ସମୟରେ ଖଇରା କୁ ସରକାର ଏନଏସି ହେବା ନେଇ ଘୋଷଣା କରିଥିଲେ l ହେଲେ ବିଜେପି ସରକାର ଆସିବା ପରେ ବାଦ ଦେବା ଦୁଃଖ ର ବିଷୟ ବୋଲି କହିଥିଲେ l ଆଗାମୀ ଆନ୍ଦୋଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
Read More News
T & CPrivacy PolicyContact Us