Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରୁ ବୁଲେଟ୍ ଗାଡି ଚୋରୀ, ସିସିଟିଭି ଭିଡିଓ ଭାଇରାଲ୍

Chhatrapur, Ganjam | Aug 23, 2025
ବ୍ରହ୍ମପୁର ଶ୍ରୀକ୍ଷେତ୍ର ବିହାର ଦ୍ବିତୀୟ ଲାଇନ ରୁ ଏକ ବୁଲେଟ୍ ଗାଡି ଚୋରୀ ହୋଇଥିବା ଜଣାପଡିଛି। ଚୋରୀ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ଏବେ ବାଇକ୍ ଚୋରୀ ଘଟଣା ସାମ୍ନାକୁ ଆସୁଛି। ଗତ ୨୦ ତାରିଖ ରାତିରେ ବୁଲେଟ୍ ଚୋରୀ ହୋଇଥିବା ଜଣାପଡିଛି। ତେବେ ଚୋରୀ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ବେଳେ ଶନିବାର ଅପରାହ୍ନରେ ଏହି ସିସିଟିଭି ଫୁଟେଜ ମୋବାଇଲ ଠୁ ମୋବାଇଲ ଭାଇରାଲ ହେବାରେ ଲାଗିଛି।
Read More News
T & CPrivacy PolicyContact Us