Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବୁଡିଲା ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ରାସ୍ତା, ଗଛ ପଡି ଆମ୍ବୁଲାନ୍ସ କ୍ଷୟକ୍ଷତି

Baleshwar M, Balasore | Sep 2, 2025
ବାଲେଶ୍ବରରେ ସୋମବାର ରାତ୍ରିରୁ ବର୍ଷା ଲାଗିରହିଥିବା ବେଳେ ମଙ୍ଗଳବାର ସକାଳ ୭ଘଟିକାରେ ଚିକିତ୍ସାଳୟ ପରିସର ରାସ୍ତା ଉପରେ ପାଣି ସୁଅ ଚାଲିଥିବା ଦେଖିବାକୁ ମିଳିଛି। ଏଥିସହିତ ପାଖରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ଉପରେ ଗଛ ପଡି କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us