Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ବରଳିନୀ ମାର୍କେଟରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି

G Udayagiri, Kandhamal | Sep 9, 2025
ଜି ଉଦୟଗିରି ବରଳିନୀ ମାର୍କେଟରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମା ବରଳିନୀ ଙ୍କ ଆଖଡ଼ାଗୃହରେ ଅନୁଷ୍ଠିତ ଏହି ବୈଠକରେ ନୂତନ କମିଟି ଗଠନ କରାଯାଇଛି। ପୂଜା କମିଟି ସଭାପତି ଭାବେ କୃଷ୍ଣା ନନ୍ଦ ତ୍ରିପାଠୀ, ଉପସଭାପତି ଭାବେ ବଳରାମ ଡାକୁଆ, ଶାନ୍ତନୁ କୁମାର ସାହୁ, ସମ୍ପାଦକ ଭାବେ ଆକାଶ ଚନ୍ଦ୍ର ନାୟକ, ସହ ସମ୍ପାଦକ ଭାବେ ଚନ୍ଦ୍ର ଶେଖର ପାଢ଼ୀ, ଅମିତ ପାତ୍ର, କୋଷାଧକ୍ଷ ଭାବେ ଶେଖର ପରିଛା, କାଯ୍ୟକାରିଣୀ ସଭ୍ୟ ଭାବେ ଅରୁଣ କୁମାର ଷଡ଼ଙ୍ଗୀ, ଶିବ ରାମ ପାତ୍ର, ନୀଳମାଧଵ ପତି, ମଳୟ କୁମାର ମହାନ୍ତି ମନୋନୀତ ହୋଇଛନ୍ତି.
Read More News
T & CPrivacy PolicyContact Us