Download Now Banner

This browser does not support the video element.

ଖୋର୍ଦ୍ଧା: ଛଣଗିରି ସୁନା ଦୋକାନରୁ ଲୁଟ ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ

Khordha, Khordha | Sep 12, 2025
ଖୋର୍ଦ୍ଧା ପୋଲିସକୁ ମିଳିଛି ସଫଳତା। ଜଙ୍କିଆ ଥାନା ଛଣଗିରି ଅଞ୍ଚଳର ସୁନା ଦୋକାନରୁ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ପୁରୀ ଜିଲ୍ଲା କଣାସ ଥାନା ଏବଂ କଟକ ସହରାଞ୍ଚଳ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ସୁନା ଏବଂ ରୁପା ଜବତ ହୋଇଛି।
Read More News
T & CPrivacy PolicyContact Us