This browser does not support the video element.
ଛତ୍ରପୁର: IRE ଫାଟକ ଠୁ ଡୁବୁଲି ଛକ ନିକଟ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଜଣେ ମୃତ
Chhatrapur, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ IRE ଫାଟକ ଠୁ ଡୁବୁଲି ଛକ ନିକଟ ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜଣେ ମୃତ ।ମୃତକ ହେଉଛନ୍ତି ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମ ପଞ୍ଚାୟତର ମାଟିଖାଲ ଗ୍ରାମର ନାରାୟଣ ପ୍ରଧାନ ।ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।ଗୁରୁବାର ଅପରାହ୍ନରେ ସେଠାରେ ତାକଂର ମୃତ୍ୟୁ ଘଟିଛି ।