Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ମିଶ୍ର ସାହିରେ ଅସାମାଜିକ ବ୍ୟକ୍ତି ନିଶା ସେବନ କରି ଆତଙ୍କରାଜ, ସାହି ମହିଳା ଅଭିଯୋଗ କଲେ ଏସପିଙ୍କ କାଯ୍ୟଳୟରେ l

Puri M, Puri | Sep 10, 2025
କିଛି ଅସାମାଜିକ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରି ସାହିରେ ଆତଙ୍କରାଜ ସୃଷ୍ଟି କରୁଅଛନ୍ତି । ବିଭିନ୍ନ ମାରଣାସ୍ତ୍ର ଦେଖାଇ ଧମକ ଚମକ ମଧ୍ୟ ଦେଇଅଛନ୍ତି । ରାସ୍ତାଘାଟରେ ମୋବାଇଲ, ମନିପର୍ସ ଇତ୍ୟାଦି ଲୁଟ୍‌ପାଟ୍ କରିବା ସହିତ ଘରେ ବଳପୂର୍ବକ ପ୍ରବେଶ କରି ବିଭିନ୍ନ ପ୍ରକାର ମାରଣାସ୍ତ୍ରର ଭୟ ଦେଖାଇ ଟଙ୍କା ମାଗୁଅଛନ୍ତି ଏବଂ ନ ଦେଲେ ହାଣି ଦେବାର ଭୟ ଦେଖାଉଅଛନ୍ତି । ପ୍ରତିବାଦ କଲେ କି ପୋଲିସକୁ ଜଣାଇବୁ ବୋଲି କହିଲେ, ଓଲଟି କହୁଛନ୍ତି ‘ଜେଲ୍ ଆମର ଘର, କେସ୍ ଦେଲେ ପରିଣାମ ଲୋଗିବ’ । ଏଥିସହିତ ଖୋଲାଖୋଲି ଭାବେ ବୋମା ପକାଇବାର ଧମକ ଦେଉଅଛନ୍ତି l
Read More News
T & CPrivacy PolicyContact Us