Download Now Banner

This browser does not support the video element.

ସୁକିନ୍ଦା: ରାଜ୍ୟ ପାଣ ବୈଷ୍ଣବ ସମାଜ ପକ୍ଷରୁ ଯାଜପୁର ରେଲୱେ ଷ୍ଟେସନରେ ସାଂସଦଙ୍କୁ ଦାବିପତ୍ର ପ୍ରଦାନ

Sukinda, Jajpur | Aug 27, 2025
ପାଣ ବୈଷ୍ଣବଙ୍କୁ ଏସସି ତାଲିକାରେ ଅନ୍ତର୍ଭୁକ୍ତ କରିବା ଦାବିରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ହସ୍ତକ୍ଷେପ ସହଯୋଗ ଲୋଡ଼ିଲା ରାଜ୍ୟ ପାଣ ବୈଷ୍ଣବ ସମାଜ । .ଯାଜପୁର ରୋଡ଼ ରେଳ ଷ୍ଟେସନ ଠାରେ ବୁଧବାର ଦିବା 12 ଘଟିକା ସମୟରେ ଲୋକପ୍ରିୟ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଜରିଆରେ ଭାରତ ସରକାରଙ୍କ ହସ୍ତକ୍ଷେପ ଲୋଡିଲା ସଙ୍ଘ । ସଂଘର କ୍ଷୀରଦ ଦାସଙ୍କ ସହ ସାମାଜିକ କର୍ମ ବିଶ୍ୱନାଥ ପାତ୍ର, ବିଜେପି ଯୁବମୋର୍ଚା ସଭାପତି ଅଯୋଧ୍ୟା ଜେନା ପ୍ରମୁଖ ଉପସ୍ଥିତିରେ ସହଯୋଗ ଲୋଡ଼ାଯାଇଛି ।
Read More News
T & CPrivacy PolicyContact Us