Install App
arunkshadangi40
This browser does not support the video element.
ଜି ଉଦୟଗିରି: ଆଜି ଜି ଉଦୟଗିରି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଅଛି ପବିତ୍ର ଗଣେଶ ପୂଜା, ପତ୍ୟେକ ଛକ ରେ କଡା ସୁରକ୍ଷା ବ୍ୟବସ୍ଥା
G Udayagiri, Kandhamal | Aug 27, 2025
ଆଜି ଜି ଉଦୟଗିରି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଅଛି ପବିତ୍ର ଗଣେଶ ପୂଜା ।ପ୍ରତ୍ୟେକ ଗ୍ରାମ ,ସାହି,ଅନୁଷ୍ଠାନ ଏବଂ ସହର ରେ ଏହା ପାଳନ ହୋଇଅଛି।ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଗଜାନନ ଭକ୍ତ ଙ୍କ ଦର୍ଶନ ଦେଇଛନ୍ତି।ବିଭିନ୍ନ ରକମର ମେଢ଼ ସାଜସଜ୍ଜା ଯୋଗୁଁ ପ୍ରବଳ ଭକ୍ତ ଙ୍କ ସମାଗମ ହୋଇଅଛି।ଏଣୁ ପରିଚାଳନା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!