Download Now Banner

This browser does not support the video element.

କେନ୍ଦ୍ରାପଡା: ଆଳି ବ୍ଲକର ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ

Kendrapara, Kendrapara | Aug 22, 2025
କେନ୍ଦ୍ରାପଡା ଜିଲ୍ଲା ଆଳି ବିଧାନସଭାର ବିଜେପି ନେତା ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ଆଳି ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଏକ ପ୍ରତନିଧି ଦଳ ଆଜି ସକାଳ ପ୍ରାୟ ୧୦ ଘଣ୍ଟିକା ସମୟରେ ଆଳି ବ୍ଲକର ଉନ୍ନୟନ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବ୍ଲକ୍ କୁ ଆସୁଥିବା ସମସ୍ତ ସରକାରୀ ଯୋଜନାର ପରିଚାଳନା ସଂପର୍କରେ ଏକ ସମୀକ୍ଷା ବୈଠକ ହୋଇଥିଲା ।ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଆଲୋଚନା କରାଯାଇଥିଲା ।
Read More News
T & CPrivacy PolicyContact Us