Download Now Banner

This browser does not support the video element.

ଛତ୍ରପୁର: ଖୋଡ଼ାସିଙ୍ଗ ନିକଟସ୍ଥ ରେଳ ଧାରଣାରେ ଅଜଣା ଯୁବକଙ୍କ ମୃତଦେହ ଚିହ୍ନଟ

Chhatrapur, Ganjam | Aug 26, 2025
ବ୍ରହ୍ମପୁର ଖୋଡ଼ାସିଙ୍ଗ ସ୍ଥିତ ଏଲଆଇସି ଅଫିସ ପଛପଟରେ ଥିବା ରେଳ ଧାରଣରେ ଏକ ଅଜଣା ଯୁବକଙ୍କ ମୃତ ଦେହ ପଡ଼ିଛି । ନିକଟରେ ଗୋଟିଏ ସ୍କୁଟି ମଧ୍ୟ ରହିଛି । ଗତକାଲି ଠାରୁ ଏହି ସ୍କୁଟି ରହିଥିବା ଶୁଣିବାକୁ ମିଳୁଛି। ତେବେ ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଏହା ଆତ୍ମହତ୍ୟା ନା ଅନ୍ୟ କିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି।ମଂଗଳବାର ପୂର୍ବାହ୍ନରେ ଏନେଇ ପୋଲିସ କୁ ଖବର ଦିଆଯାଇଛି।
Read More News
T & CPrivacy PolicyContact Us