This browser does not support the video element.
ନାକଟିଦେଉଳ: ତିଲେଇମାଲ ଗ୍ରାମର ଧାନ କ୍ଷେତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
Naktideul, Sambalpur | Sep 7, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଳେଇମାଳ ଗ୍ରାମର ଧାନ କ୍ଷେତ ରୁ ରବିବାର ଅପରାହ୍ନରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ମୃତକ ଜଣଙ୍କ ହେଲେ ତିଳେଇମାଳ ଗ୍ରାମର ପରମାନନ୍ଦ ମାଝୀ l ପ୍ରାପ୍ତ ସୂଚନା ଅନୁସାରେ ରବିବାର ସକାଳୁ ପରମାନନ୍ଦ ଗାଁ ନିକଟସ୍ଥ ନିଜର ଧାନ କ୍ଷେତ କୁ ଯାଇ ଥିଲେ l ତେବେ ଦୀର୍ଘ ସମୟ ଧରି ସେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ l