Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜ ଜିଲ୍ଲାର ଝିଅ ସନ୍ଧ୍ୟାରାଣୀ ଟୁଡୁ ଭାରତୀୟ ରଗବି ଦଳରେ ଖେଳାଳୀ ଭାବେ ମନୋନୀତ; ଜିଲ୍ଲାପାଳ ଦେଲେ ଶୁଭେଚ୍ଛା ଜ୍ଞାପନ

Baripada M, Mayurbhanj | Sep 12, 2025
ଓଡିଶା ର ୪ଜଣ ଝିଅଙ୍କ ମଧ୍ୟରେ ଭିତରେ ମୟୂରଭଞ୍ଜ ଜିଲ୍ଲାର ଝିଅ ସନ୍ଧ୍ୟାରାଣୀ ଟୁଡୁ ଏସିଆ ରଗବି ଏମିରାଟସ ମହିଳା ସେଭେନ ସିରିଜ ୨୦୨୫ ରେ ଖେଳିବା ପାଇଁ ଭାରତୀୟ ଦଳ ତରଫରୁ ମନୋନୀତ ହୋଇ ରାଜ୍ୟ ତଥା ଆମ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଖେଳ ଚଳିତ ସେପ୍ଟେମ୍ବର ମାସ ୨୦ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଇନାର ହଁଗଜ଼ହୋଉ (hangzhou) ରେ ଅନୁଷ୍ଠିତ ହେବ।
Read More News
T & CPrivacy PolicyContact Us