This browser does not support the video element.
ଜଗତସିଂହପୁର: ପୌରାଞ୍ଚଳର ୨ ନମ୍ବର ୱାର୍ଡରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ
Jagatsinghapur, Jagatsinghpur | Aug 26, 2025
ଜଗତସିଂହପୁର ପୋୖରାଞ୍ଚଳ ୨ ନମ୍ବର ୱାର୍ଡରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ , ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ । ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ଆଜି ସକାଳ ୯ ଟା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ବ କରିଥିଲେ । ଜଗତସିଂହପୁର ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂହ ,ନିର୍ବାହିଅଧିକାରିଣୀ ସୀମା ଜେନା ଓ ଅନ୍ୟ ପ୍ରମୁଖ ଅଧିକାରୀ ଓ ପାରିଷଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ