This browser does not support the video element.
ଧର୍ମଗଡ: ଡାଲଗୁମା ଧାନ ମଣ୍ଡିରୁ ୬ ସୋଲାର ପ୍ଲେଟ ଚୋରି, ସନ୍ଧାନୀ କୁକୁର ସହାୟତାରେ ପୋଲିସର ତଦନ୍ତ ଜାରି
Dharamgarh, Kalahandi | Aug 26, 2025
କୋକସରା ଥାନା ଡ଼ାଲଗୁମା ଧାନ ମଣ୍ଡି ରୁ ୨୪ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମଣ୍ଡି ରେ ଲାଗିଥିବା ୬ ଗୋଟି ସୋଲାର ପେନାଲ ଚୋରି କରି ନେଇଥିବା ନେଇ ଗତ ୨୫ ତାରିଖରେ ଦାଇତ୍ୱ ରେ ଥିବା ଆରଏମସି କର୍ମଚାରୀ କୋକସରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଙ୍ଗଳବାର ସକାଳ ୧୧ ଟା ରେ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ କରିଛନ୍ତି।