This browser does not support the video element.
ସୋନପୁର: ଦୁବୁଲା ଠାରେ କମସରା ମଣ୍ଡଳର ସେବା ପକ୍ଷ ପାଳନ ନିମନ୍ତେ କର୍ମଶାଳା ଅନୁଷ୍ଠିତ
Sonapur, Subarnapur (Sonepur) | Sep 13, 2025
ସୂଚନା ଅନୁସାରେ ଆସନ୍ତା 17 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମଦିନ ପାଳନ କରିବାକୁ ଯାଉଥିବାବେଳେ,ଜିଲ୍ଲା ବିଜେପି ପକ୍ଷରୁ ଦୀର୍ଘ 15 ଦିନ ଧରି ସେବା ପକ୍ଷ ପାଳନ ହେବ l ଏହି କ୍ରମରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଂଚାୟତରେ 500 ବୃକ୍ଷ, ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ନାମରେ ଲଗାଯିବ l ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନକୁ ମାଁ ମାଟି ପାଇଁ ଉତ୍ସର୍ଗୀକୃତ କରିଥିବା ବେଳେ ଏହି ଅବସରରେ ମାଁ ମାଟିକୁ ସବୁଜ ସୁନ୍ଦର କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ଜଣା ପଡ