Download Now Banner

This browser does not support the video element.

ଜି ଉଦୟଗିରି: ଚକାପାଦ ପଂଚାୟତ ସମିତି ଅଧ୍ୟକ୍ଷl ବଇନେତ୍ରୀ କହଁର ଙ୍କ ବସ୍ତିଙ୍ଗିଆ ସରକାରୀ କ୍ୱାର୍ଟର ରୁ ଚୋରି ଅଭିଯୋଗ, ଟୀକାବାଲି ଥାନାରେ ଲିଖିତ ଅଭିଯୋଗ

G Udayagiri, Kandhamal | Sep 10, 2025
ଚକାପାଦ ପଂଚାୟତ ସମିତି ଅଧ୍ୟକ୍ଷl ବଇନେତ୍ରୀ କହଁର ଙ୍କ ବସ୍ତିଙ୍ଗିଆ ସରକାରୀ କ୍ୱାର୍ଟର ରୁ ଚୋରି ଅଭିଯୋଗ. ଏ ନେଇ ଟୀକାବାଲି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଅଛି. ଏ ନେଇ ଥାନାରେ 198/2025 ରେ ଏକ ମାମଲା ରୁଜୁ ହୋଇ ଥିବାର ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us