This browser does not support the video element.
ସୋନପୁର: ସଦର ବ୍ଲକ ହରଡ଼ଖୋଲ ଗ୍ରାମ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ପଂଚାୟତ ସମିତି ସୋନପୁର ତରଫରୁ ଜନଶୁଣାଣି ଶିବିର ଅନୁଷ୍ଠିତ
Sonapur, Subarnapur (Sonepur) | Aug 25, 2025
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ହରଡ଼ଖୋଲ ଗ୍ରାମ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ପଂଚାୟତ ସମିତି ସୋନପୁର ତରଫରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି!ଭାରପ୍ରାପ୍ତ ଜି ପି ଡି ଓ ପଦ୍ମନାଭ ପଣ୍ଡା ଯୋଗ ଦେଇ ଆପତ୍ତି, ଅଭିଯୋଗ ର ଶୁଣାଣି କରିଥିଲେ,,ହରଡ଼ଖୋଲ ସରପଞ୍ଚ ମୋହନ କର୍ମୀ,ଯୋଗାଣ ସହାୟକ କିରଣ ବଡ଼ମାଳି,କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶୀଲ କୁମାର ମହାପାତ୍ର ଯୋଗାଣ ବିଭାଗ ଅଧିକାରୀ,ପ୍ରତ୍ୟାଶା ମିଶ୍ର,ବି ଏଲ ସି ନୀଳିମା ମିଶ୍ର,ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷ୍ୟା ଅଧିକାରୀ ଅମରଜିତ ସାହୁ ଙ୍କ ସମେତ ଜଙ୍ଗଲ ବିଭାଗ, ମୃତିକା ସଂରକ୍ଷଣ ବିଭାଗ ର ଅଧିକାରୀ,