Install App
kabisuryatv
This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ଗ୍ରାମର ମେଇନ ରୋଡ ଉପରେ ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।
Digapahandi, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ଗ୍ରାମର ମେଇନ ରୋଡ ଉପରେ ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଗତ ମଧ୍ଯ ରାତ୍ରରେ ଘଟିଥିବା ବେଳେ ଆକ୍ରମଣ ର ଶୀକାର ହୋଇଥିବା ଦୁଇଜଣ ଯୁବକ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଘଟଣାର ତଦନ୍ତ ଚାଲିଥିବା ସଦର ଥାନା ପୋଲିସ ପ୍ରଶାସନ ପକ୍ଷରୁ ଆଜି ଦିନ 10 ଘଣ୍ଟ ସମୟରେ ସୂଚନା ପ୍ରଦାନ କରାଯାଇଛି ।।।
Share
Read More News
T & C
Privacy Policy
Contact Us
Your browser does not support JavaScript!